ଭଦ୍ରକ ଗ୍ରାମାଞ୍ଚଳ: ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ବୈଠକ ଅନୁଷ୍ଠିତ
Bhadrak Rural, Bhadrak | Aug 23, 2025
ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ର ସଫଳ ମୁକାବିଲା ନିମିତ୍ତ ଜିଲ୍ଲାପାଳ,ଭଦ୍ରକ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଭାଷୀ ମାଧ୍ୟମରେ...