ନର୍ଲା: ସାନ ଧାରପୁର ଠାରେ ପୁଅର ଟାଙ୍ଗିଆ ଛୋଟ ମାଁ ର ମୃତ୍ୟୁ।
ସାନ ଧାରପୁର ଠାରେ ପୁଅର ଟାଙ୍ଗିଆ ଛୋଟ ମାଁ ର ମୃତ୍ୟୁ। ନିଜ ଜନ୍ମ କଲା ମାଁ କୁ ଟାଙ୍ଗିଆ ରେ ଜୀବନରେ ମାରିଥିବା ଘଟଣା ନର୍ଲା ଥାନା ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି। ଏଭଳି ଘଟଣା ଘଟଛି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଧାନପୁର ପନ୍ଚାୟତ ଅନ୍ତର୍ଗତ ସାନ ଧାରପୁର ଗାଁ ଠାରେ। ପୁଅର ଟାଙ୍ଗିଆ ଛୋଟ ମାଁ ର ମୃତ୍ୟୁ ହୋଇଥିବା ଜଣାପଡିଛି।ଏହାର ଖବର ପାଇ ନର୍ଲା ଥାନା ଅଧିକାରୀ ବିଜୟ ରାଜ ମାଝୀ ସଦଳ ନେଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଭିଯୁକ୍ତ କୁ ଅଟକ ରଖି ପଚରାଉଚରା କରୁଛି ନର୍ଲା ପୋଲିସ।