ଢେଙ୍କାନାଳ ସଦର: ଅଣ୍ଡା ନଦେବାରୁ ନିହଲପ୍ରସାଦ ଥାନା ଦଶମାଣପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା ରୁଜୁ
Dhenkanal Sadar, Dhenkanal | Aug 16, 2025
ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଦଶମାଣ ପାଟଣା ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗଦୀଶ ବେହେରାଙ୍କୁ ସରପଞ୍ଚ ସ୍ଵାମୀ ମାଡ ମାରିଥିବା...