ଭୋଗରାଇ: ଜୋର ଧରିଲା ଚନ୍ଦନେଶ୍ୱରକୁ ଏନଏଏସି କରିବାକୁ ଦାବି, ଚନ୍ଦନେଶ୍ୱର ଠାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବାସିନ୍ଦା
Bhograi, Balasore | Aug 23, 2025
ନିରାଶ ହେଲେ ରାଜ୍ୟର ସର୍ବ ବୃହତ ବ୍ଲକ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବାସୀ । ମିଳୁନି ଦେହୁର୍ଦ୍ଦା, ଚନ୍ଦନେଶ୍ୱରକୁ ଏନଏସିର ମାନ୍ୟତା, ଭୋଗରାଇ...