ଟିଟିଲାଗଡ: ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ - ସହରବାସୀ କେତେ ସୁରକ୍ଷିତ ବୋଲି କଲେ ପ୍ରଶ୍ନ?
ଟିଟିଲାଗଡ଼ - ଟିଟିଲାଗଡ଼ ନିର୍ବାଚନ ତଥା ଟିଟିଲାଗଡ଼ ସହର ଦିନକୁ ଦିନ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସହ ଶାନ୍ତି ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଯେପରିକି ବଡ଼ମାଳ ଫାଣ୍ଡିରେ କାର୍ଯ୍ୟରତ ଥାନାଧିକାରୀଙ୍କୁ ମାଡ ମାରିଥିବା ଯୁବକ ହେଉଛନ୍ତି ବିଧାୟକଙ୍କ ନିକଟତର ଲୋକ ବୋଲି ଚର୍ଚ୍ଚା ହେଉଥିଲା। ସେହିପରି ୨୮ ତାରିଖ ରାତିରେ ଟିଟିଲାଗଡ଼ର ବ୍ୟବସାୟୀ ଟୟ ସନ୍ ଭ୍ୟୁ ହୋଟେଲର ମାଲିକ ଶିବ ଦୟାଲ ଜୈନଙ୍କୁ ନମ୍ବର ବିହୀନ ବୋଲେରୋ ଗାଡି ଧକ୍କା ମାରି ହତ୍ୟା ଉଦ୍ୟମ ଘଟଣାରେ ବିଧାୟକ ନବୀନ ଜୈନଙ୍କ ନିକଟତର କର୍ମୀ ଅଙ୍କୁର ଅଗ୍ରୱାଲ ଗିରଫ ପରେ ଏବେ ସହରରେ