କେନ୍ଦୁଝର ସହର: ଦୁଡୁଗାଁ ଗ୍ରାମ ଠାରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଯଞ୍ଜ ପୁର୍ଣ୍ଣାହୂତି ରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟସଭାପତି
ଆନନ୍ଦପୁର ବ୍ଲକ ତରତରା ପଞ୍ଚାୟତ ଅନ୍ତର୍ଗତ ଦୁଡୁଗାଁ ଗ୍ରାମ ଠାରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଯଞ୍ଜ ପୁନାହୂତି ରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଯୋଗଦାନ କରିଥିଲେ। ବହୁ ବ୍ୟକ୍ତି ବିଶେଷ ମଧ୍ୟ ଉପସ୍ଥିତ ଥିଲେ ।