ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ଵାଧୀନତା ସଂଗ୍ରାମୀ ତଥା ସମାଜସେବୀ ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ପ୍ରତି ମୂର୍ତ୍ତି ନିକଟରେ ଧୂପଦୀପ, ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଉତ୍ସବ କୁ ପରିଚାଳନା କରିଥିଲେ ଶିକ୍ଷକ ଦେବପ୍ରସନ୍ନ ଦାଶ।