ଦୁବାଇକୁ କାମ କରିବାକୁ ସ୍ବାମୀ ପ୍ରେମ ମହାନନ୍ଦ ସ୍ତ୍ରୀ ହସ୍ତା ବିଶିଙ୍କୁ ପଠେଇ ସାତ ବର୍ଷ ପରେ ବି ଫେରିନି ସ୍ତ୍ରୀ, ଅନ୍ୟ ପଟେ ସ୍ବାମୀ ଅନ୍ୟତ୍ର ବିବାହ କରି ଅଲଗା ଘର ସଂସାର କଲେଣି , ପିତା ମାତା, ତିନୋଟି ଝିଅ ହସ୍ତାଙ୍କୁ ଫେରାଇ ଆଣିବାକୁ କଲେ ଗୁହାରି , ଦୀର୍ଘ ୭ ବର୍ଷ ହେବ ଦୁବାଇକୁ କାମ କରିବାକୁ ଯାଇଥିବା ଜଗୁଆ ଗ୍ରାମର ହସ୍ତା ବିଶି ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି, ତେବେ ହସ୍ତାଙ୍କୁ ନିଜ ସ୍ବାମୀ ଦୁବାଇକୁ ପଠାଇ ଥିଲେ ବୋଲି ଶୁଣିବାକୁ ମିଳୁଛି। ଏକ ଭିଡ଼ିଓ ଜାରି କରି ସରକାରଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କଲେ ହସ୍ତା ,କିଛି ବର୍ଷ ତଳେ ଟିଟିଲାଗଡ ଥା