ଲାଞ୍ଜିଗଡ: କାଉଗୁଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଗାଇର ମୃତ୍ୟୁ।
କାଉଗୁଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଗାଇର ମୃତ୍ୟୁ। ଏକ ଅଜଣା ଗାଡ଼ି ଧକ୍କାରେ ଏକ ଗାଇର ମୃତ୍ୟୁ ହୋଇଥିବା ହୋଇଥିବା ସୁଚନା। ସୁଚନା ଅନୁଯାୟୀ ଭବାନୀପାଟଣା ଓ ରାୟଗଡ଼ା କୁ ସଂଯୋଗ କରୁ ଥିବା ଛଅ ନମ୍ବର ରାଜ୍ୟ ରାଜପଥ କାଉଗୁଡା ନିକଟରେ ଗାଇଟି ରାସ୍ତା ପାରି ହେଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଗାଇର ମୃତ୍ୟୁ ହୋଇଥିବା ବେଳେ ଗାଇର ମାଳିକ ମଧ୍ୟ ଖୋଜ ଖବର ମିଳୁନ ଥିବା ଜଣାପଡିଛି। ଘଟଣା ଆଜି ଗୁରୁବାର ଅପରାହ୍ନ ଚାରିଟା ଘଣ୍ଟା ସମୟରେ ଘଟିଥିବା ସୁଚନା ମିଳିଛି।