ଚିତ୍ରକୋଣ୍ଡା: ମାଥିଲିରେ ରାମ ନବମୀ ଉପଲକ୍ଷେ ବାଇକ ଶୋଭାଯାତ୍ରା
ମାଲକାନଗିରି ଜିଲା ମାଥିଲିରେ ଆଜି ରାମ ନବମୀ ଉପଲକ୍ଷେ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶହ ଶହ ଯୁବକ ଏକାଠି ହୋଇ ଶ୍ରୀରାମଙ୍କ ନାରାରେ ସଦର ପରିକ୍ରମା କରିଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ମାଥିଲି ସମେତ ଗୋବିନ୍ଦପାଲି , ଖଇରପୁଟ ସଦର ଆଦି ପରିକ୍ରମା କରାଯାଇଥିଲା।