ତେଲକୋଇ: ଦେଉଳଡ଼ିହା ଗାଁରେ ଶୁକର ଛାୟା , ଦେଉଳଡିହା ଗାଁ ଟଙ୍କଧର ପାତ୍ରଙ୍କ ପରିବାରର ପୁଅ ବହୁ ବେଙ୍ଗଲୁର କୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ
ଦେଉଳଡ଼ିହା ଗାଁରେ ଶୁକର ଛାୟା , ଦେଉଳଡିହା ଗାଁ ଟଙ୍କଧର ପାତ୍ରଙ୍କ ପରିବାରର ପୁଅ ବହୁ ବେଙ୍ଗଲୁର କୁ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଛନ୍ତି । ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଶବକୁ ଜବଦ କରିଛି ବେଙ୍ଗଲୁର ପୁଲିସ ଏବଂ ତେଲକୋଇ ପୋଲିସ କୁ ଖବର ଦେବାପରେ ଟଙ୍କଧରଙ୍କ ପରିବାର ଭାଙ୍ଗି ପଡ଼ିଛି । ଶବକୁ ଆଣିବାକୁ ପ୍ରସାସନକୁ ଅନୋରୋଧ କରିଛି ପରିବାର । ଆଜି ମଙ୍ଗଳ ବାର ଅପରାହ୍ନର ଖବର ହୋଇଥିଲେବି ,ନଅଟା ସମୟର ସୂଚନା ।