କେଶାଇବାହାଲ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟରେ ସୋମବାର ୭୭ ତମ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ ହୋଇ ନ ଥିବା ଗ୍ରାମବାସୀ ମାନେ ଅଭଯୋଗ କରିଛନ୍ତି। ଗଣତନ୍ତ୍ର ଦିବସ ରେ ଜାତୀୟ ପତାକା ଉତ୍ତୋଳନ ନ ହେବାରୁ ଏହାକୁ ଏନେଇ ଅଞ୍ଚଳ ରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ବାମରା ତହସିଲଦାରଙ୍କୁ ମଙ୍ଗଳବାର ସନ୍ଧ୍ୟା ୫ ଟାରେ ଅଭିଯୋଗ କରାଯାଇଛି।