ପୁରୀ ମ୍ୟୁନିସିପାଲଟି: ନୂଆଗାଁ ନିକଟରେ ଜୁଆ ଆଡା ଉପରେ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରିଛି ପୁରୀ ଚାରିଛକ ଥାନା
Puri M, Puri | Sep 14, 2025 ନୂଆଗାଁ ନିକଟରେ ଜୁଆ ଆଡା ଉପରେ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରିଛି ପୁରୀ ଚାରିଛକ ଥାନା l ଆଜି ସନ୍ଧ୍ୟା 6 ସମୟରେ ଚାରିଛକ ଥାନା ପକ୍ଷରୁ ସୂଚନା ଦିଆଯାଇଛି l