ଅନୁଗୋଳ: ଗଦାଶିଳା ଗ୍ରାମର ସୁଦୀପ୍ତା ନାଏକ ଓଏଏସରେ ସଫଳ ହୋଇଥିବା ନେଇ ଶୁଭେଚ୍ଛା ଜଣାଇ ପ୍ରତିକ୍ରିୟା ରଖିଲେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି
Anugul, Angul | Sep 28, 2025 କଣିହାଁ ବ୍ଲକ୍ ଗଦାଶିଳା ଗାଁର କନ୍ୟା ସୁଦୀପ୍ତା ନାଏକ ଓଏଏସ ପରୀକ୍ଷାରେ 305 Rank ପାଇ ସମଗ୍ର ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି। ତାଙ୍କର ପରିଶ୍ରମ ଓ ସଫଳତା ସମସ୍ତ ଯୁବପିଢ଼ୀ ପାଇଁ ପ୍ରେରଣାଦାୟକ। ଘରେ ପହଞ୍ଚି ପିତା ମାତା ଓ ପରିବାର ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ମାନ୍ୟବର ପାଳଲହଡା ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି।