ନଭେମ୍ବର ୬ ତାରିଖ ସକାଳ ପ୍ରାୟ ୬ ଟା ପାଖାପାଖି ଓରାମପଡା ଟାୱାର ଗଳିରେ ଥିବା ଏକ ମୁଢିଦୋକାନ ଜାଳିପୋଡି ସମ୍ପୂର୍ଣ ଧ୍ବଂସ ହୋଇଯାଇଛି, ଏହା ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଛି, ସୌଭାଗ୍ୟ ବଶତଃ ଏହା ଭୋର ସମୟରେ ହୋଇଥିବାରୁ ଏବଂ ଗତ ରାତିରେ ପ୍ରଚଣ୍ଡ ଥଣ୍ଡା ଥିବାରୁ, ଲୋକମାନେ ଘରେ ଥିବାରୁ, ବିଶେଷ କ୍ଷୟକ୍ଷତି ହୋଇନଥିଲା, ସ୍ଥାନୀୟ ଲୋକମାନେ ଘଟଣାର ଖବର ପୋଲିସକୁ ଦେବାରୁ ଦମକଳବାହିନୀ ଦ୍ୱାରା ନିଆଁକୁ ଆୟତ କରାଯାଇଥିଲା, ସ୍ଥାନୀୟ ଲୋକମାନେ ମୁଢି କାରଖାନା ମାଲିକ ଆନନ୍ଦ କୁମାର ନାମରେ ଅଭିଯୋଗ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି..