ଟିଟିଲାଗଡ: କ୍ଷତି ପୂରଣ ପ୍ରାପ୍ୟ ଲାଳସା - ଅଧି ଗୃହୀତ ଜମିରେ ତୋଳା ଚାଲିଛି ପକ୍କା ଘର - ଘଟଣାର ତଦନ୍ତ ଦାବି
କ୍ଷତିପୂରଣ ପ୍ରାପ୍ୟ ଲାଳସା, ଅଧିଗୃହିତ ଜମିରେ ତୋଳାଚାଲିଛି ପକ୍କା ଘର  ଟିଟିଲାଗଡ଼ - ଟିଟିଲାଗଡ଼ ରେଳ ଜଙ୍କସନକୁ ପ୍ରବେଶ କରୁଥିବା ମାଲବୁହା ଟ୍ରେନ ଗୁଡିକର ବାଇପାସ ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୮୦୦ କୋଟି ଟଙ୍କା ମଞ୍ଜୁର ହୋଇଛି l ଏନେଇ ଭୁଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରେଳ ବିଭାଗ ଅଧିକାରୀଙ୍କ ସମେତ ଜିଲ୍ଲା ଭୁଅଧିଗ୍ରହଣ ଅଧିକାରୀଙ୍କ ଭୂମିକାକୁ ନେଇ ଟିଟିଲାଗଡ଼ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି l  ପୂର୍ବତଟ ରେଳବାଇ ଅଧୀନରେ ଥିବା ଟିଟିଲାଗଡ଼ ରେଳ ଜଙ୍କସନର ଟିଟିଲାଗଡ଼ ସହର ନିକଟସ୍ଥ ଶିକେର ଏବଂ ରହେନଭଟା ରେଳଷ୍ଟେସନ ମଧ୍ୟରେ ତିନିଗୋଟି ପ୍ରକଳ୍ପ କାର୍ଯ