Public App Logo
Jansamasya
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल
New_delhi

ଭଟଲି: ଭଟଲି ବ୍ଳକର ବାଞ୍ଜିପାଲି ଛକରେ ଜବରଦଖଲ ଉଚ୍ଛେଦ

ଭଟଲି ବ୍ଳକର ବାଞ୍ଜିପାଲି ଛକରେ ଜବରଦଖଲ ଉଚ୍ଛେଦ ଭଟଲି ବ୍ଳକର ବାଞ୍ଜିପାଲିଛକରେ ଆଜି ଦିନ୧୧ଟାରେ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା।ଦୀର୍ଘଦିନ ଧରି ସେହି ଛକରେ ସରକାରୀ ଜାଗାରେ କେତେକ ଲୋକେ ଦୋକାନ ଘର ତିଆରି କରି ବ୍ୟବସାୟ କରୁ ଥିଲେ।ଏଥିପାଇଁ ଆଗରୁ ତାଙ୍କୁ ଜବରଦଖଲ ଉଚ୍ଛେଦ ପାଇଁ ସୂଚନା ପ୍ରଦାନ କରାଯାଇଥିଲା। ସେହି ଦୋକାନ ଗୃହ ଗୁଡିକୁ ବୁଲଡୋଜର ସାହାଯ୍ୟ ରେ ଉଚ୍ଛେଦ କରାଯାଇଥିଲା।ଏହିଉଚ୍ଛେଦ ସମୟରେ ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ର, ଭଟଲି ଥାନା ଅଧିକାରୀ ବିଭୁତି ଭୂଷଣ ଦଳାଇ,ଭଟଲି ଆରଆଇ ପଞ୍ଚାନନ ବିଶ୍ୱାଲଙ୍କ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

MORE NEWS

ଭଟଲି: ଭଟଲି ବ୍ଳକର ବାଞ୍ଜିପାଲି ଛକରେ ଜବରଦଖଲ ଉଚ୍ଛେଦ - Bhatli News