କଣ୍ଟାମାଳ: ରୁଗୁଡ଼ିପାଲି ଠାରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କମ୍ପାନୀର ଏକ ପେଟ୍ରୋଲ୍ ପମ୍ପକୁ ଉଦଘାଟନ କଲେ ବିଧାୟକ
ରୁଗୁଡ଼ିପାଲି ଠାରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କମ୍ପାନୀର ଏକ ପେଟ୍ରୋଲ୍ ପମ୍ପକୁ ଉଦଘାଟନ କଲେ ବିଧାୟକ ବୁଧବାର ଦିନ 11 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତର ରୁଗୁଡ଼ି ପାଲି ଠାରେ ନିର୍ମିତ ହିନ୍ଦୁସ୍ତାନ ପେଟ୍ରୋଲିୟମ କମ୍ପାନୀର ଏକ ନୂତନ ପେଟ୍ରୋଲ୍ ପମ୍ପ ଉଦଘାଟିତ ହୋଇ ଯାଇଛି l କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପେଟ୍ରୋଲ୍ ପମ୍ପକୁ ଉଦଘାଟନ କରିଥିଲେ | ଉକ୍ତ ଉଦଘାଟନୀ କାର୍ଯକ୍ରମରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କମ୍ପାନୀର ଅଧିକାରୀ ମାନଂକ ସମେତ ଡୀଲର ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ l