ଦେବଗଡ: ଲଇମୁରା ଥାନା ଅଂଚଳରେ ବିଏସଏନଏଲ ନେଟୱାର୍କ ଯୋଗାଇ ନଦେଲେ ଆନ୍ଦୋଳନ ଚେତାବନୀ, ଜିଲ୍ଲାପାଳ ଓ ବିଏସଏନଏଲ କାର୍ଯ୍ୟାଳୟରେ ଦାବିପତ୍ର
Debagarh, Debagarh (Deogarh) | Sep 9, 2025
ଦେବଗଡ ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଲଇମୁରା ଥାନା ଅଂଚଳରେ ମୋବାଇଲ ନେଟୱାର୍କ ପାଇଁ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖିନ...