Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

କେନ୍ଦୁଝର ସହର: ବୋନସ୍ ଦାବିରେ ବାଂଶପାଣି, ଜିଲିଂ ଲଙ୍ଗଲୋଟା ଓ ଖଣ୍ଡବନ୍ଧ ଖଣିରେ ଶ୍ରମିକଙ୍କ ଧାରଣା

ଓଡିଶା ଖଣି ନିଗମର ବାଂଶପାଣି, ଜିଲିଂ ଲଙ୍ଗଲୋଟା ଓ ଖଣ୍ଡବନ୍ଧ ଖଣିରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଶତକଡା ୨୦% ବୋନସ୍ ପ୍ରଦାନ ଦାବିରେ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି ଶତାଧିକ ଶ୍ରମିକ। ଏଆଇଟିୟୁସି ସହବନ୍ଧିତ କେନ୍ଦୁଝର ମାଇଂନ୍ସ ଆଣ୍ଡ ଫରେଷ୍ଟ ୟୁନିୟନ ପକ୍ଷରୁ ଏହି ଧାରଣା ଆରମ୍ଭ କରା ଯାଇଥିଲା।

MORE NEWS