ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭାରତୀୟ ବିକାଶ ପରିଷଦ ତରଫରୁ କ୍ୟାପିଟାଲ ଥାନାରେ ବିଜେଡି ନେତା ମନ୍ମଥ ରାଉତରାୟ ଙ୍କ ସମେତ 3ଜଣ ଙ୍କ ନାଁରେ ଏତଲା
ଭାରତୀୟ ବିକାଶ ପରିଷଦ ତରଫରୁ କ୍ୟାପିଟାଲ ଥାନାରେ ବିଜେଡି ନେତା ମନ୍ମଥ ରାଉତରାୟ ଙ୍କ ସମେତ 3ଜଣ ଙ୍କ ନାଁରେ ଏତଲା | ଭାରତୀୟ ବିକାଶ ପରିଷଦ ତରଫରୁ ଆଜି 10.30ରେ କେପିଟାଲ ଥାନାରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଙ୍କ ଚରିତ୍ର ସଂହାର ଗୁପ୍ତ ଭିଡ଼ିଓ ଓ ଫୋଟ ଯାହାକି ଶଙ୍ଖ ଭବନ ଓ ନବୀନ ନିବାସ ରେ ଘଟିଥିବା ବ୍ୟକ୍ତଗତ ଘଟଣା ବିଜେଡି ନେତା ଭିକେ ପାଣ୍ଡିଆନ ଙ୍କ ଷଡ଼ଯନ୍ତ୍ରରେ ବିଜେଡି ନେତା ମନ୍ମଥ ରାଉତରାଓ,ଲେନିନ ମହାନ୍ତି ଭିଡ଼ିଓ କୁ ପ୍ରଘଟ କରି ଜଣେ ନିଜ ଦଳର ନେତ୍ରୀଙ୍କ ଚରିତ୍ର ସଂହାର କରିଛନ୍ତି ଳ ଯେଉଁ ସୋସିଆଲ ମିଡିଆରେ ରେ ପ୍ରଘଟ ହେଇଛି ସେହି ଗ୍ରୁପରେ