ରାୟଗଡା: ଚନ୍ଦ୍ରପୁର ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ବୁଲି "ଏକ ପେଡ ମା କି ନାମ " କାର୍ଯ୍ୟକ୍ରମର ସ୍ଥିତି ସମୀକ୍ଷା କଲେ ଜିଲ୍ଲା ପଞ୍ଚାୟତ ଅଧିକାରୀ
ମଙ୍ଗଳବାର ଦିନ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ବୁଲି "ଏକ ପେଡ ମା କି ନାମ " କାର୍ଯ୍ୟକ୍ରମର ସ୍ଥିତି ସମୀକ୍ଷା କଲେ ଜିଲ୍ଲା ପଞ୍ଚାୟତ ଅଧିକାରୀ।