ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଏସ ଟି ଆଇ ଛକ ନିକଟରେ କାର ସହ ସ୍କୁଟି ଧକ୍କା, ସ୍କୁଟି ଆରୋହୀ ଗୁରୁତର
ରାଉରକେଲା ଏସ ଟି ଆଇ ଛକ ନିକଟରେ କାର ସହ ସ୍କୁଟି ଧକ୍କା ହୋଇ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।ବୁଧବାର ସଂଧ୍ୟାରେ ଏଭଳି ଏକ ଦୁର୍ଘଟଣା ଘଟିଥିବା ବେଳେ ଗୁରୁତର ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି।