ଗୁରୁବାର ଥୁଆମୁଳ ରାମପୁର ସମିତି ସଭାଗୃହ ଠାରେ ଖାଦ୍ୟ ସୁରକ୍ଷା ଏବଂ ମନରେଗା ଯୋଜନାର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି। ଏଥରେ ବିଡ଼ିଓ ଧୃବ ଚରଣ ମୁଦୁଲିଙ୍କ ସମେତ ସମିତି ଅଧ୍ୟକ୍ଷ ଦୟିନିଧି ମାଝୀ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ମନରେଗା ଯୋଜନାର କର୍ମଚାରୀ ସମସ୍ତ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏ ବି ଓ, ଜି ଆର ଏସ ଏବଂ ଗାଁ ସାଥି ମାନେ ଉପସ୍ଥିତ ଥିଲେ।