କଟକ ପୌରାଞ୍ଚଳ: ସିଡିଏ ସ୍ଥିତ କାଠଯୋଡ଼ି ନଦୀ ନିକଟରୁ ବ୍ରାଉନ ସୁଗାର ସହ ୨ ଜଣଙ୍କୁ ଗିରଫ କଲା ମର୍କତନଗର ଥାନା ପୋଲିସ
Cuttack M Corp PS, Cuttack | Aug 22, 2025
କଟକ ସିଡିଏ ସ୍ଥିତ କାଠଯୋଡ଼ି ନଦୀ ନିକଟରୁ ବ୍ରାଉନ ସୁଗାର ସହ ୨ ଜଣଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଶେଖ...