ସୋରଡା: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଗୋପାଳ ପୁର ଶାସନ ଠାରେ ବାଇକ୍ ଦୁର୍ଘଟଣା ରେ ଜଣେ ମୃତ, ଦୁଇ ଗୁରୁତର । ମୃତକ ଜଣକ ବିଭୁତିଆ ଗ୍ରାମର ଉତ୍ତମ ନାୟକ,
Surada, Ganjam | Nov 3, 2025 ସୋରଡା ଥାନା ଗୋପାଳ ପୁର ଶାସନ ଠାରେ ବାଇକ୍ ଦୁର୍ଘଟଣା ରେ ଜଣେ ମୃତ,ଦୁଇ ଗୁରୁତର ।ମୃତକ ଜଣକ ବିଭୁତିଆ ଗ୍ରାମର ଉତ୍ତମ ନାୟକ, ଗୁରୁତର ଦୁଇ ଜଣ ହେଲେ ସଞ୍ଜୟ ପାଣିଗ୍ରାହୀ ଓ ପ୍ରସନ୍ନ ଦାସ । ସୂଚନା ମୁତାବକ ଉତ୍ତମ ଓ ପ୍ରସନ୍ନ ବାଇକ୍ ଯୋଗେ ସୋରଡ଼ା ରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଗୋପାଳ ପୁର ଶାସନ ନିକଟରେ ଥିବା ବୁଲାଣି ରାସ୍ତାରେ ଭରସ୍ୟମ୍ ହରାଇ ରାସ୍ତା ପାର୍ଶ୍ବରେ ଚାଲି ଯାଉଥିବା ସଞ୍ଜୟ ପାଣିଗ୍ରାହୀଙ୍କୁ ଧକ୍କା ଦେଇଥିଲା।ସ୍ଥାନୀୟ ଲୋକ ତିନି ଜଣକୁ ଅଟୋ ଯୋଗେ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଉତ୍ତମ ନାୟକ କୁ ଡାକ୍ତର ମୃତ ଘୋଷଣା କରିଛନ୍ତି.