ଅନୁଗୋଳ: ମାଳତୀ ଚୌଧୁରୀ ଆଶ୍ରମ ଅବ୍ୟବସ୍ଥା ନେଇ ହାଟଛକ ନିକଟରେ ପ୍ରତିକ୍ରିୟା ରଖିଲେ ଅମ୍ଳାନ ମହାନ୍ତି
Anugul, Angul | Sep 30, 2025 ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ମାଳତୀ ଚୌଧୁରୀ ଆଶ୍ରମରେ କିଛି ଦିନ ହେବ ଅବ୍ୟବସ୍ଥା ଲାଗି ରହିଛି। କିଛି ମୁଷ୍ଟିମେୟ ଲୋକ ଏହାକୁ ଜବର ଦଖଲ କରିବା ନେଇ ଚକ୍ରାନ୍ତ କରୁଥିବା ସୂଚନା ମିଳିଛି।