ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବ ମନ୍ଦିର ଟ୍ରଷ୍ଟ କମିଟି ଭୋଇଗୁଡ଼ା, ସମ୍ଭୁନଗରପଡ଼ା ପକ୍ଷରୁ ୧୮ ଜଣ ଶ୍ରଦ୍ଧାଳୁ ପଣ୍ଡିତ ମଙ୍ଗୁଳୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସନ୍ଥ ଶ୍ରୀ ଜଗନ୍ନାଥ ଦାଶଙ୍କ ମାର୍ଗଦର୍ଶନରେ ତ୍ରିନାଥ ସେଠୀ, ଅଭିମନ୍ୟୁ ପ୍ରଧାନ, ସୀତାକାନ୍ତ ପ୍ରଧାନ, ମଧୁ ସୁଦାନ ବେହେରା ପ୍ରମୁଖ ଆଜି ସକାଳ ୯ ଘଣ୍ଟା ୪୨ ମିନିଟ୍ ସମୟରେ ଭୋଇଗୁଡା ଧବଳେଶ୍ୱର ମନ୍ଦିର ଠାରେ ପୂଜାର୍ଚ୍ଚନା ପୂର୍ବକ ଶମ୍ଭୁ ନଗର, ପୁରୁଣା ପଡ଼ା, ପରଦେଶୀ ପଡ଼ାର ସମସ୍ତ ଦେବଦେବୀଙ୍କ ଆଶିର୍ବାଦ ନେଇ ଜଗନ୍ନାଥ ମନ୍ଦିରରେ ପ୍ରସାଦ ସେବନ କରି ଶ୍ରୀକ୍ଷେତ୍ର ଧାମକୁ ଯାତ୍ରା ଆରମ୍ଭ କରିଛନ୍ତି