ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଠାରେ ନୂତନ ଏନ୍ ଏ ସି ଘୋଷଣା ଖୁସିରେ ଉତ୍ସବର ମାହୋଲ, ସାମିଲ ହେଲେ ଯୋଗାଣ ମନ୍ତ୍ରୀ କ୍ରୃଷ୍ଣଚନ୍ଦ୍ର ପାତ୍ର
Dhenkanal Sadar, Dhenkanal | Aug 31, 2025
ଗଁଦିଆରେ ଉତ୍ସବର ମୋହୋଲ, ସାମିଲ ହେଲେ ଯୋଗାଣ ମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ଗଁଦିଆ ଠାରେ ଆଜି ତା ୩୧।୮ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଏନ୍ ଏ...