ଅନୁଗୋଳ ସହର ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ବାଇପାସ ନିକଟ ଆସିୟାନା ହିଲ ଭିୟୁ ପାଖରେ ରବିବାର ବିଳମ୍ବିତ ରାତିରେ ଦୁଇଜଣ ମହିଳା ରାସ୍ତା ପାର ହେଉଥିଲେ। ଏହି ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଆହତ ମହିଳା ପଞ୍ଚୁମହଲା ର ଶକୁନ୍ତଳା ନାୟକ(୩୫) ଏବଂ ମୃତ ମହିଳା ମଧୁସ୍ମିତା ସେଠୀ। ଉଭୟ ଶୌଚ ହେବା ପାଇଁ ରାସ୍ତା ପାର ହେଉଥିବାବେ ଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଗାଡି ଧକ୍କାରେ ମଧୁସ୍ମିତାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଓ ଶ