ଟିଟିଲାଗଡ: ଟିଟିଲାଗଡ଼ର ନୂତନ ଅତିରିକ୍ତ ପ୍ରାଣୀ ଚିକିତ୍ସକଙ୍କ ଯୋଗଦାନ
ଟିଟିଲାଗଡ ଉପଖଣ୍ଡର ନୂତନ ଭାରପ୍ରାପ୍ତ ପ୍ରାଣୀ ଚିକିତ୍ସକ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ପ୍ରମୋଦ କୁମାର ଭୋଇ। ପୂର୍ବରୁ ସଇଁତଳା ପ୍ରାଣୀ ଚିକିତ୍ସକ ରହି କାର୍ଯ୍ୟ କରି ଆସୁଥିବା ବେଳେ ଏବେ ଟିଟିଲାଗଡର ଅତିରିକ୍ତ ପ୍ରାଣୀ ଚିକିତ୍ସକ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି।