ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳରେ ଏକ ଆଦିବାସୀ ଆବାସିକ ସ୍କୁଲ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଖରା ଛୁଟି ରେ ଗାଁ କୁ ଯାଇଥିବା ବେଳେ,ଶାରୀରିକ ସଂପର୍କ ରଖି ଗର୍ଭବତୀ ହେଇଥିଲେ।ପରେ ବିଦ୍ୟାଳୟ କୁ ଛୁଟି ପରେ ଆସିବା ପରେ ଘଟଣା ଜଣା ପଡିଥିଲା।ତେବେ ଏହାକୁ ନେଇ ଆଜି ଦିବା ୩ ଘଟିକା ସମୟରେ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଙ୍କ ନେତୃତେ ରେ ଏକ ଟିମ୍ ସ୍କୁଲ ପରିଦର୍ଶନ କରିବା ସହିତ ଘଟଣା ବାବଡ ରେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ।