ବୌଦ୍ଧ ସଦର: ବୌଦ୍ଧ ରେଞ୍ଜକୁ ଆସିଥିବା ହାତୀ ପଲକୁ ମହାନଦୀ ପାର କରାଇ ଆଠମଲ୍ଲିକ ବନାଞ୍ଚଳକୁ ଘୌଡାଇଲା ବନ ବିଭାଗ
Baudh Sadar, Boudh (Bauda) | Aug 30, 2025
ରବିବାର ବୌଦ୍ଧ ରେଞ୍ଜକୁ ଆସି କିଛି ଦିନ ହେଲା ରହିଥିବା 8 ଟିକିଆ ହାତୀ ପଲକୁ ମହାନଦୀ ପାର କରାଇ ଆଠମଲ୍ଲିକ ବନାଞ୍ଚଳକୁ ବନ ବିଭାଗ ଘୌଡାଇଥିବା...