ସଦର: ଭବାନୀପାଟଣା ସହରରେ ଦିନକୁ ଦିନକୁ ବଢ଼ିବାରେ ଲାଗିଛି ଜବରଦଖଲ, ସରକାରୀ ଅନୁଦାନ ଫେରିଯାଉଥିବା ସୂଚନା
ଭବାନୀପାଟଣା ସହରରେ ଦିନକୁ ଦିନକୁ ବଢ଼ିବାରେ ଲାଗିଛି ଜବରଦଖଲ l ସରକାରୀ ଜମି ମାଡ଼ିବସିଛନ୍ତି ବହୁ ଜମି ମାଫିଆ l ସରକାରୀ ଅଫିସ କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇପାରୁ ନାହିଁ l ଫଳରେ ସରକାରୀ ଅନୁଦାନ ଫେରିଯାଉଥିବା ଜଣାଯାଇଛି l ଆଜି ଜଣାଯାଇଛି