Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବୀରମିତ୍ରପୁର: ରାଉରକେଲା ବନଖଣ୍ଡର ପାନପୋଷ, କୁଆରମୁଣ୍ଡା ସହ ରାଜଗାଙ୍ଗପୁର ଓ ବିଶ୍ରା ରେଞ୍ଜରେ ହାତୀ ଉପସ୍ଥିତି ନେଇ ବନ ବିଭାଗର ସୂଚନା

ରାଉରକେଲା ବନଖଣ୍ଡ ତରଫରୁ ହାତୀମାନଙ୍କର ଉପସ୍ଥିତି ନେଇ ୩୪ଟି ବନବିଭାଗ ତରଫରୁ ଜଣାପଡିଛି।କୁଆରମୁଣ୍ଡା ରେଞ୍ଜରେ ଗୋଟିଏ ହାତୀ,ପାନପୋଷ ରେଞ୍ଜରେ ୪ଟି ହାତୀ,ବିଶ୍ରା ରେଞ୍ଜରେ ୧୧ଟି ହାତୀ ଓ ରାଜଗାଙ୍ଗପୁର ରେଞ୍ଜରେ ୧୮ଟି ହାତୀ ହାତୀ ଅଛନ୍ତି।ବିଭିନ୍ନ ଦଳ ଜଙ୍ଗଲରେ ହାତୀମାନଙ୍କର ଗତିବିଧି ଲକ୍ଷ୍ୟ କରିବାପାଇଁ ବନବିଭାଗ ତରଫରୁ ଆଜି ପହଞ୍ଚିଛନ୍ତି।

MORE NEWS

ବୀରମିତ୍ରପୁର: ରାଉରକେଲା ବନଖଣ୍ଡର ପାନପୋଷ, କୁଆରମୁଣ୍ଡା ସହ ରାଜଗାଙ୍ଗପୁର ଓ ବିଶ୍ରା ରେଞ୍ଜରେ ହାତୀ ଉପସ୍ଥିତି ନେଇ ବନ ବିଭାଗର ସୂଚନା - Biramitrapur News