ୟୁପିଏଲ ୨୦୨୫ ଫାଇନାଲ ମ୍ୟାଚ ରେ ସୁନ୍ଦରଗଡ଼ କୁ ହରାଇ ଝାରସୁଗୁଡ଼ା ଚାମ୍ପିୟାନ ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଉମରକୋଟ ପ୍ରୀମିୟର ଲିଗ୍ ଫାଇନାଲ ମ୍ୟାଚ ରେ ସୁନ୍ଦରଗଡ଼ କୁ ହରାଇ ଝାରସୁଗୁଡ଼ା ଦଳ ଚମ୍ପିୟାନ ହେଇଛି। ବିଜୟୀ ଦଳକୁ ଦୁଇ ଲକ୍ଷ ଏକ ହଜାର ଓ ରନର୍ସ ଅପ ଦଳ କୁ ଏକ ଲକ୍ଷ ୫୧ ହଜାର ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ