ନଭେମ୍ବର ୨୬ ତାରିଖ ସକାଳ ୮ଟାରୁ ସକାଳ ୯ଟା ପର୍ଯ୍ୟନ୍ତ କେନ୍ଦ୍ରସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମକୋଡ଼ ଲାଗୁ କରାଯାଇଥିବା ପ୍ରତିବାଦରେ ବିଶ୍ରାଚ୍ଛକଠାରେ ମିଳିତ ମଞ୍ଚର ଆହ୍ୱାନରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି, କଳାବ୍ୟାଚ ପରିଧାନ ସହିତ ପ୍ରତୀକାତ୍ମକ ବିରୁଦ୍ଧ ସ୍ୱରୂପ ଶ୍ରମକୋଡ଼ ଗେଜେଟକୁ ଦାହ କରି ନୂତନ କୋଡ଼ ରଦ୍ଦ କରିବା ପାଇଁ ଦାବି କରାଯାଇଥିଲା, ଏହି ଗଣବିକ୍ଷୋଭରେ ରାଉରକେଲା ଶ୍ରମିକସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ରାଉରକେଲା ମଜଦୁର ସଭାର ଶସଧର ନାୟକ, ଗାଙ୍ଗପୁର ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ, ସିଟୁ ପାର୍ଟିର ବିମାନ ମାଈତି, AIପ୍ରଦୋଷ