ଡ଼ିସେମ୍ବର ୨୪ ତାରିଖ ସନ୍ଧ୍ୟା ୬ ଟା ୩୦ ମିନିଟରୁ ରାତ୍ରି ୯ଟା ୩୦ ମିନିଟ ପର୍ଯ୍ୟନ୍ତ ସର୍ବଭାରତୀୟ ବହୁଭାଷି ନାଟକ "ଉତ୍ତମ ପୁରୁଷ ' ସେକ୍ଟର -୧୯ ସ୍ଥିତ ସିଭିକ ସେଣ୍ଟର ଠାରେ ନାଟକର ନିର୍ଦେଶକ ଆଶିଷ ଚଟୋପାଧ୍ୟାୟ ଓ ସଂଗୀତ ନିର୍ଦେଶକ ଶଙ୍କର ବୋଷଙ୍କ ପଶ୍ଚିମ ବଙ୍ଗର ଗୋବରଡ଼ଙ୍ଗା ଶିଳ୍ପାୟନ ଅନୁଷ୍ଠାନର ବଙ୍ଗଳାଭାଷାର ନାଟକ ପରିବେଷଣ ହୋଇଯାଇଛି