Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh

ଖଲ୍ଲିକୋଟ୍: ଖଲ୍ଲିକୋଟ ଥାନା ଅଞ୍ଚଳ ରେ ପୋଲିସ ର ଅପେରସନ ଷ୍ଟ୍ରାଇକ; ୧୨୭୭ ଲିଟର ମଦ ଜବତ, ବିଭିନ୍ନ ମାମଲା ରେ ୧୨ ଗିରଫ

Khalikote, Ganjam | Jan 15, 2026
ଗଞ୍ଜାମ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ଥାନା ଅଞ୍ଚଳ ରେ ପୋଲିସ ଅପେରସନ ଷ୍ଟ୍ରାଇକ କରି ୧୨୭୭ ଲିଟର ମଦ ଜବତ କରିବା ସହିତ ବିଭିନ୍ନ ମାମଲା ରେ ୧୨ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଖଲ୍ଲିକୋଟ ଥାନା ଅଞ୍ଚଳର ଗୁହାରିଆପାଟ, ଲଙ୍ଗଳେଶ୍ୱର, ପଥରା ସମେତ ଅନ୍ୟାନ୍ୟ ଅଞ୍ଚଳ ରେ ଗତ ବୁଧବାର ରାତି ରେ ପୋଲିସ ଅପେରସନ ଷ୍ଟ୍ରାଇକ କରି ୧୧୯୨ ଲିଟର ଦେଶୀ ମଦ ଓ ୮୫ ଲିଟର ବିଦେଶୀ ମଦ ଜବତ କରିଥିଲେ। ତେବେ ଆଜି ଅପରାହ୍ନ ସାଢ଼େ ୪ ଟା ସମୟରେ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।
ଖଲ୍ଲିକୋଟ୍: ଖଲ୍ଲିକୋଟ ଥାନା ଅଞ୍ଚଳ ରେ ପୋଲିସ ର ଅପେରସନ ଷ୍ଟ୍ରାଇକ; ୧୨୭୭ ଲିଟର ମଦ ଜବତ, ବିଭିନ୍ନ ମାମଲା ରେ ୧୨ ଗିରଫ - Khalikote News