ଜୁନାଗଡ: ଦଶପୁର ଗାଁ ରେ ପ୍ରେମ ପ୍ରତାରଣା କାରଣ ରୁ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଘଟଣା, ଅଭିଯୁକ୍ତ ଯୁବକ ଗିରଫ ଓ କୋର୍ଟ ଚାଲାଣ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ପ୍ରେମ ପ୍ରତାରଣା କାରଣ ରୁ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନା କୁ ଆସିଛି।ପରିବାର ଲୋକେ ଏତଲା ଦେଲା ପରେ ଅଭିଯୋଗ କୁ ଭିତ୍ତି କରି ଅଭିଯୁକ୍ତ ପ୍ରେମିକ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୋଲାମୁଣ୍ଡା ପୋଲିସ।