ଛତ୍ରପୁର: ବ୍ରହ୍ମପୁର ମେଣ୍ଟୁ ଛକ ନିକଟସ୍ଥ ପାଣ୍ଡବ ନଗରରେ ବିଦ୍ୟୁତ୍ ଟ୍ରାନ୍ସର୍ଫମରରେ ହାତ ମାରି ନାବାଳକ ଗୁରୁତର
ବିଦ୍ୟୁତ୍ ଟ୍ରାନ୍ସର୍ଫମରରେ ହାତ ମାରି ଜଣେ ନାବାଳକ ଗୁରୁତର ହୋଇଛନ୍ତି। ବିଦ୍ୟୁତ୍ ଟ୍ରାନ୍ସଫର୍ମର କୁ ଛୁଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନାବାଳକ। ବ୍ରହ୍ମପୁର ମେଣ୍ଟୁ ଛକ ନିକଟସ୍ଥ ପାଣ୍ଡବ ନଗରରେ ସୋମବାର ସକାଳେ ଏଭଳି ଘଟଣା ଘଟିଥିବା ବେଳେ ଖବର ପାଇ ବିଦ୍ୟୁତ୍ ବିଭାଗର କର୍ମଚାରୀ ମାନେ ପହଞ୍ଚି ବିଦ୍ୟୁତ୍ ଯୋଗାଣ ବିଛିନ୍ନ କରି ନାବାଳକଙ୍କୁ ଉଧାର କରିଛନ୍ତି ।