ଗଂଜେଇ ଗଛ ନଷ୍ଟ କଲା ପୋଲିସ କଣ୍ଟାମାଲ ଅଞ୍ଚଳରେ ବେଆଇନ ହଜାର ହଜାର ଏକର ରେ ଗଂଜେଇ ଚାଷ ହୋଇଛି ଫଳରେ ବିଭିନ୍ନ ଜଙ୍ଗଲ ରେ ଚଢ଼ାଉ କରି ଗଂଜେଇ ଗଛ କାଟୁଚି ପୋଲିସ I ତେବେ ବୌଦ୍ଧ sp ଙ୍କ ନିର୍ଦେଶ ରେ କଣ୍ଟାମାଲ ଥାନାର କାନିଶିମିଳି ଓ ଡ଼ୁମାଲପଖାଳ ଜଙ୍ଗଲ ରେ ଲାଗିଥିବା ବେଆଇନ 81,8ଏକର ଗଂଜେଇ 81ହଜାର ଗଂଜେଇ ଗଛ କାଟି ନଷ୍ଟ କରିଛି ପୋଲିସ I ଥାନା ରେ 293/25ମାମଲା ରୁଜୁ କରି ତଦନ୍ତ I