ଯାଜପୁର: ବିକ୍ରମତୋରଣ ପଞ୍ଚାୟତର କଟିକଟା ଛକକୁ ବିଧାୟକଙ୍କ ଗସ୍ତ,ମାର୍କେଟ ବିକାଶକୁ ନେଇ ବ୍ୟବସାୟୀଙ୍କ ସହିତ କଲେ ଆଲୋଚନା
ବିକ୍ରମତୋରଣ ପଞ୍ଚାୟତର କଟିକଟା ଛକକୁ ବିଧାୟକଙ୍କ ଗସ୍ତ,ମାର୍କେଟ ବିକାଶକୁ ନେଇ ବ୍ୟବସାୟୀଙ୍କ ସହିତ କଲେ ଆଲୋଚନା l ବିକ୍ରମତୋରଣ କଟିକଟା ମାର୍କେଟ ଛକର ବିକାଶ ପାଇଁ ଅନେକ ବ୍ୟବସାୟୀ ବିଧାୟକଙ୍କ ନିକଟରେ ଦାବି କରୁଥିଲେ l ଏହି ଦାବି କୁ ଦୃଷ୍ଟିରେ ରଖି ଆଜି ବିଧାୟକ ଅମର କୁମାର ନାୟକ ବିକ୍ରମତୋରଣ ପଂଚାୟତ କଟିକଟା ଛକ କୁ ଗସ୍ତ କରିଥିଲେ l ଏଥିସହିତ ଏହି ଛକର କିଭଳି ବିକାଶ ହେବ ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ଆଲୋଚନା କରିଥିଲେ l