Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଖରିଆର: ଖଡ଼ିଆଳ ପଟ୍ଟନାୟକ ପଡ଼ା ସବ ପୋଷ୍ଟ ଅଫିସ ସ୍ଥାନାନ୍ତରକୁ ସହରବାସୀଙ୍କ ବିରୋଧ ପ୍ରଦର୍ଶନ; ପ୍ରତିକ୍ରିୟା ବିଜୟ ବାବୁ

Khariar, Nuapada | Sep 17, 2025
ଖଡ଼ିଆଳ ଏନଏସି ୱାର୍ଡ଼ ୮ରେ ସ୍ଥିତ ପଟ୍ଟନାୟକପଡ଼ା ସବ ପୋଷ୍ଟ ଅଫିସ ସ୍ଥାନାନ୍ତରିତ ନେଇ ସବ ପୋଷ୍ଟ ଅଫିସ ସାମ୍ନାରେ ସହରବାସୀ ତଥା ବୁଦ୍ଧିଜୀଵୀ ମାନେ ଏଠାରୁ ସବ ପୋଷ୍ଟ ଅଫିସ ସ୍ଥାନାନ୍ତରିତ ନ କରିବା ପାଇଁ ଆଜି ୧୨ ଟା ଯାଏଁ ବିରୋଧ ପ୍ରଦର୍ଶନ କରିଛନ୍ତି l ଏହି ସବ ପୋଷ୍ଟ ଅଫିସକୁ ସ୍ଥାନାନ୍ତର ନକରିବାକୁ ଦାବି କରିଛନ୍ତି। ଏନେଇ ସାଂସଦ ମାଲବିକା ଦେବୀ, ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଏବଂ ପୋଷ୍ଟ ଅଫିସର ଜୋନାଲ ହେଡ଼ଙ୍କୁ ଦାବିପତ୍ର ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି।

MORE NEWS