ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧ ସନ୍ଧ୍ୟାରେ ମିଶ୍ରପଡା ସ୍ଥିତ ନିଜ କାର୍ଯ୍ୟାଳୟରେ ଗତ ଦେଢ଼ ବର୍ଷରେ ତାଙ୍କ ନିର୍ବାଚନ ମଣ୍ଡଳୀରେ କି କି କାମ ହେଇଛି ତାର ଏକ ରିପୋର୍ଟ କାର୍ଡ ପ୍ରଦାନ କ କରିଥିଲେ । ସମ୍ମିଳନୀରେ ବିଧାୟକ ଶ୍ରୀ ପ୍ରଧାନ କହିଲେ କି ଅନୁଗୁଳ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ସେ ପ୍ରୟାସ ଜାରି ରଖୁଛନ୍ତି Iଏଥୂପାଇଁ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ଚରଣ ମାଝୀଙ୍କୁ ମାଝୀ ଧନ୍ୟବାଦ ଦେବା ସହ ତାଙ୍କ ସହଯୋଗରେ ଅନୁଗୁଳ ବିକାଶ କୁ ସେ ତ୍ବରାନିତ କରିବାକୁ ଚେଷ୍ଟା ଜାରି ରଖୁଛନ୍ତି ।ଅନୁଗୁଳ ସହରରୁ ବର୍ଷା ଜଳ