ଝାରସୁଗୁଡା ଜିଲ୍ଲା ବିଦ୍ୟାଳୟ ସମୂହର ୟୋଗ ଚୟନ ପ୍ରକିୟା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ଖଇରକୁନି ଠାରେ ଅନୁଷ୍ଠିତ ହୋଇଛି l ଆଜି ସକାଳ 10 ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲଖନପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକେଶ୍ୱର ସେଠ ଅତିଥି ସ୍ୱାଗତ ଜଣାଇଥିଲେ ଏବଂ ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ରବି ନାରାୟଣ ପୂଜାରୀ ମଞ୍ଚ ପରିଚାଳନା କରିଥିଲେ l ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ମହେନ୍ଦ୍ର ପ୍ରଧାନ ଉଦଘାଟଣୀ ସଭାରେ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଏହି ଚୟନ ପ୍ରକିୟ