ନୂଆପଡା: ଉପକାପାଣିରେ ରହିଛି ବିଜୁଳି, ରାସ୍ତା ଆଉ ପାଣି ସମସ୍ୟା। ସମସ୍ୟା ଘେରରେ ଏହି ହାମଲେଟ ଗ୍ରାମବାସୀ #jansamasya
Nuapada, Nuapada | Aug 8, 2025
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା , ଶାନ୍ତ ମନୋରମ ପରିବେଶର, କୋମନା ବ୍ଳକର ଏ ଗାଁଟି ହେଉଛି ଉପକାପାଣି ।ଶିବନାରାୟଣପୁର ର ଏ ହେଉଛି ହାମଲେଟ...