ମୋହନା: ଲଗାଣ ବର୍ଷା ରେ ଧୋଇଗଲା ମୋହନା ବ୍ଲକ ଅନ୍ତର୍ଗତ ଶିଙ୍କୁଳିପଦର ପଞ୍ଚାୟତ ହାଣ୍ଡିମା ଗାଁ ନିକଟରେ ଥିବା ଚେକ ଡେମ
Mohana, Gajapati | Aug 18, 2025
ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିଙ୍କୁଳିପଦର ପଞ୍ଚାୟତ ହାଣ୍ଡିମା ଗାଁ ନିକଟରେ ଥିବା ଚେକ ଡେମ ଲଗାଣ ବର୍ଷା ରେ ଧୋଇ ହୋଇ ଯାଇଛି। ଗଜପତି...