ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଇନଷ୍ଟାଗ୍ରାମରେ ଯୁବତୀଙ୍କ ଅଶ୍ଳୀଳ ଫୋଟ ପୋଷ୍ଟ କରିବା ଅଭିଯୋଗରେ ଅଭିଯୁକ୍ତ ରୁଦ୍ର ପ୍ରତାପ ସାମଲଙ୍କୁ ନୟାପଲ୍ଲୀରୁ ଗିରଫ କଲା ପୋଲିସ
Bhubaneswar M Corp, Khordha | Sep 9, 2025
ଅଭିଯୁକ୍ତ ରୁଦ୍ର ପ୍ରତାପ ସାମଲ ନକଲି ଇନଷ୍ଟାଗ୍ରାମ ଆଇଡି ତିଆରି କରିଥିଲେ ଏବଂ ୩ ରୁ ୪ ଦିନ ଧରି ଅଭିଯୋଗକାରିଣୀଙ୍କର ଅଶ୍ଳୀଳ ଫଟୋ ପୋଷ୍ଟ କରି...