ଚମ୍ପୁଆ: ବଡବିଲ-ଯୋଡା ରାଜପଥର ଭଦ୍ରାସାହି ନିକଟରେ ଛିଡା ଗାଡି ପଛକୁ ପିଟିଲା ହାଇୱା, ଚାଳକ ଫେରାର
ବଡବିଲ-ଯୋଡା ରାଜପଥର ଭଦ୍ରାସାହି ନିକଟରେ ଆଜି ଭୋରରୁ ଏକ ହାଇୱା ଏକ ଛିଡା ଗାଡି ପଛରେ ପିଟି ହେବାରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ହାଇୱାର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣା ପଡିଛି।